Baleswari Jaukandhei

ଜାତୀୟ ଲୋକକଳା ମହୋତ୍ସବରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଶିଳ୍ପୀ କେଶୁଦାସ ସମ୍ବର୍ଦ୍ଧିତ

ବ୍ୟୁରୋ
୮/୫/୨୦୨୩
ଓଡ଼ିଶାର ବିଲୁପ୍ତ ପ୍ରାୟ ଲୋକକଳାକୁ ଉଜ୍ଜୀବିତ ରଖି ତା’ର ପ୍ରଚାର ପ୍ରସାର ଓ ବିକାଶ ପାଇଁ କଳାଞ୍ଜଳି ଆର୍ଟିଷ୍ଟି ଟ୍ରଷ୍ଟ ଦ୍ଵାରା ଗତ ୬ ଓ ୭ ତାରିଖ ଦୁଇ ଦିନ ଧରି ଭୁବନେଶ୍ୱରସ୍ଥ ଉତ୍କଳ ମଣ୍ଡପରେ ଏକ ଜାତୀୟ ସ୍ତରୀୟ ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ
ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜୀ ଯୋଗଦେଇ ଓଡ଼ିଶାର ଲୁପ୍ତପ୍ରାୟ ଲୋକକଳାର ପ୍ରଚାର ପ୍ରସାର ଓ ବିକାଶ ପାଇଁ ସମସ୍ତେ ଆଗେଇ ଆସିବା ସହ ଓଡ଼ିଶାର ଲୋକକଳା ପାଇଁ ଉତ୍ସର୍ଗୀକୃତ ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ଇଣ୍ଡିଆନ୍ ଗୋଲ୍ଡେନ ଏୱ।ର୍ଡ ୨୦୨୩ରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବାଲେଶ୍ବରର ଲୋକକଳା ଜଉକଣ୍ଢେଇର ପୁନରୁଦ୍ଧାରକାରୀ ଶିଳ୍ପୀ କେଶୁଦାସ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ମଞ୍ଚରେ ଅନ୍ୟତମ ଅତିଥି
ଶ୍ରୀଯୁକ୍ତ ଅଶ୍ଵିନୀ ପାତ୍ର , ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ,ମନ୍ତ୍ରୀ
ଶ୍ରୀଯୁକ୍ତ ଆମର ପଟ୍ଟନାୟକ
, ସାଂସଦ, ରାଜ୍ୟସଭା
ଶ୍ରୀଯୁକ୍ତ ବାଇଲଡୁ ପାଣିଗ୍ରାହୀ
, ସଭାପତି, କଲାଞ୍ଜଳି ଆର୍ଟିଷ୍ଟି ଟ୍ରଷ୍ଟ ,
ଇଭୋସ କାର୍ଯ୍ୟକାରୀ ମୁଖ୍ୟ ରବିନ୍ ଭଟ୍ଟନାଗର ପ୍ରମୁଖ ଯୋଗ ଦେଇଥିଲେ ।
ଦୁଇଦିନ ଧରି ଓଡ଼ିଶା ତଥା ଅନ୍ୟ ରାଜ୍ୟର ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ଟ୍ରଷ୍ଟର ମୁଖ୍ୟ ରାମେଶ୍ବରୀ ରଥ ଓ ଉଦଘୋଷକ ଶିବାନନ୍ଦ ବାରିକ ସହ ଶହ ଶହ ଲୋକକଳା କଳାକାର ଓ କଳାପ୍ରେମୀ ଯୋଗ ଦେଇଥିଲେ ।
ପ୍ରକାଶ ଥାଉ କି ଶିଳ୍ପୀ କେଶୁଦାସ ଏଥିପୂର୍ବରୁ ଓଟିଭି ସିଟିଜେନ ଏୱ।ର୍ଡ ସହ ବହୁ ଜାତୀୟ ଓ ରାଜ୍ୟ ସ୍ତରୀୟ ପୁରସ୍କାର ପାଇ ବାଲେଶ୍ଵର ପାଇଁ ଗର୍ବ ଆଣିଛନ୍ତି । ଖବର ପ୍ରଚାରିତ ହେବା ପରେ ବହୁ ପ୍ରଶଂସକଙ୍କର ଶୁଭେଚ୍ଛା ର ସୁଅ ଛୁଟିଥିଲା ।

“Baleswari Jaukandhei" a couple of lacquer art of Balasore, In Orissa, India.

Silpi “Kesudas” an emerging artist of Balasore in Orissa in India felt the surveillances of the languishing ancient & folk art & craft and culture of Balasore those needed revival & mass popularization in an urgent basis.He united a few art lovers & benevolent individuals and established this art & culture organisation in the name & style as Baleswari Kala Kendra in 2004 at Balasore. 

@ Jaukandhei

“Baleswari Jaukandhei a couple of lacquer designed terracotta doll-  a languishing folk lacquer art of Balasore, in Orissa, India has a rich ethical and ritual values in maintaining peaceful conjugal relationship in the family while bringing the health, wealth and prosperity to an individual’s home. Celebrating its wedding ceremony by the neighbors develops long-term affinity and social harmony. Offering the dolls to hard Laxminarayan on  the auspicious occasion of Maha Sabitri Brata by the married women prospers the conjugal relationship that is a folk culture of Balasore locality. The in of the striving traditional artisans of such craft are inexpressible, because of decline its craft market due to lack of appropriate technical knowledge, design orientation and market mechanism according to the changing trend of the art consumers and socio-economic scenario in the contemporary society.

@ Baleswari Kala Kendra (BKK)

Silpi Kesudas an emerging artist of Balasore in Orissa in India felt the surveillances of the languishing ancient & folk art & craft and culture of Balasore those needed revival & mass popularization in an urgent basis.He united a few art lovers & benevolent individuals and established this art & culture organisation in the name & style as Baleswari Kala Kendra in 2004 at Balasore.  

Art Gallery

Silpi Das is an only painter in India who have started new medium colour like lacquer on canvas. He has experiment with local folk art colour medium lacquer & established a new vision in Indian art field. He got senior fellowship on Visual Art from Culture Dept. Govt. of India from 2014 to 2016. During the fellowship period he researched details about Indian Lacquer Art & Culture and recorded a 300 pages valuable document. Which is one of valuable documentation for Indian Visual Art.

Craft Gallery

Mr. Kesu Das electrolyzed the people of Odisha by reviving the Baleshwari – Jaukandhei, the disappearing folk craftwork of this district. Many women take part in this novel work and get trained in making Jaukandhei. He inspired writers and play actors to
work on this culture, on theire field. Jaukandhei became character/symbol of culture Baleshwar and its traditon.women started worshping Jaukandhei in the occasion of Savitri Srata,which was an old tradition but people forgotten it.Then a new page added to baleshawr culture named as ‘‘Jaukandhei Bahagharo’’ the marriage between two lacquer dolls and this marriage became a cultural festival of Baleshawar.

The Best Experience Ever

ବାଲେଶ୍ୱରର ଜଉ କଣ୍ଢେଇ | Baleshwar Jau Kandhei
Silpi KESU DAS
Emerging Artist

Order of Art & Craft

Call Now !